Archita Sahu Instagram – ହାଇଦ୍ରାବାଦ ରେ ପୁଷ୍କରା ର ଦବ୍ ଦବା🔥Thanks to the Odias at Hyderabad for making the release a grand Success like never before!ତଥାପି ମୁଁ ଶୁଣିବାକୁ ପାଉଛି ଯେ ହାଇଦ୍ରାବାଦ ର ଆଉରି ଅନେକ ଜାଗା ଅଛି ଯୋଉଠି ଅନେକ ଓଡ଼ିଆ ଅଛନ୍ତି, ଯଦି ଆପଣ ହାଇଦ୍ରାବାଦରେ ଅଛନ୍ତି ତେବେ ମତେ ଜାଣନ୍ତୁ, କେଉଁ ଜାଗା ରେ ସିନେମା ନିହାତି ପଡ଼ିବା ଦରକାର।
#pushkara #ଓଡ଼ିଶା #odisha #Ollywood #kalingaswaraj
@tarangcineproductions @rajshrifilms @rreventscineproduction | Posted on 18/Oct/2023 19:08:02



