Archita Sahu Instagram – ଜନ୍ମଦିନ ତ ଅନେକ ଆସିଥିଲା, ଆସୁଥିବ ହେଲେ ପୁଷ୍କରା ମତେ ନୂଆ ଜନ୍ମ ଦେଲା।ଆଜିର ଜନ୍ମଦିନ ମହାରାଜା ହଲ୍ ରେ ଥିଲା ଏଇଭଳି।ମହାପ୍ରଭୁଙ୍କ ଆଶୀର୍ବାଦ ରେ ପୁଷ୍କରା ଯେମିତି ଭଲ ପାଇବା ପାଉଛି ତାହା ବୋଧେ ମୋ ଜନ୍ମ ଦିନ ର ସବୁଠୁ ବଡ଼ ଉପହାର।ଓଡ଼ିଆ ସିନେମା ର ଭବିଷ୍ୟତ ଆଉ ଅନ୍ଧାର କୁ ଯିବାକୁ ଦେବିନି, ସେଇଟା ମୋର ଜନ୍ମ ଦିନ ର ସଂକଳ୍ପ 🙏ସମୟ କାଢ଼ି ନିଶ୍ଚୟ ଦେଖିବେ ଆପଣଙ୍କ ପାଖ ହଲ୍ ରେ।
ଆଜିଠାରୁ ବାଙ୍ଗାଲୋର, ଚେନ୍ନାଇ ରେ ରିଲିଜ୍ ହେଲା। ବହୁତ୍ ଶୀଘ୍ର ହାଇଦ୍ରାବାଦ, ମୁମ୍ବାଇ, ଦିଲ୍ଲୀ, ସୁରଟ ଓ ଅନ୍ୟ ସହର ମାନଙ୍କରେ ରିଲିଜ୍ ହେବ।
#pushkara #birthday @tarangcineproductions @rajshrifilms @rreventscineproduction | Posted on 06/Oct/2023 21:10:53


