Archita Sahu Instagram – It’s Not Raja or Dussehra, it’s a working Monday. ତଥାପି ଏଇ ଭଳି ଦର୍ଶକ ଙ୍କ ଭିଡ ଓଡ଼ିଆ ସିନେମା ପାଇଁ ଏକ ଆଶିର୍ବାଦ… ସତରେ ମରୁଭୂମିରେ ଫସଲ ଆସିଲା ଭଳି ଲାଗୁଚି। ଆଜି ହିଁ ପୁଷ୍କରା ଦେଖିବାକୁ ଯାନ୍ତୁ ଓ ଓଡ଼ିଆ ସିନେମା ର ଏହି ନୂଆ ପ୍ରୟାସରେ ସାମିଲ ହୁଅନ୍ତୁ 🙏 ଆପଣଙ୍କ ପୁଷ୍କରା
#pushkara #odia #odisha #odiamovie | Posted on 25/Sep/2023 17:09:46



