Archita Sahu Instagram – ଦଶହରାରେ ବି ପୁଷ୍କରା ଦର୍ଶକଙ୍କ ପ୍ରଥମ ପସନ୍ଦ🙏ଗଣେଶ ପୂଜା ରୁ ଦୁର୍ଗା ପୂଜାର ଏହି ଯାତ୍ରା ବୋଧେ ସମ୍ଭବ ହେଉଛି କେବଳ ଏଇ ଅଦ୍ଭୁତ ଭଲ ପାଇବା ପାଇଁ। ପୁଷ୍କରା ଆପଣଙ୍କ ପାଖେ ଋଣୀ ରହିବ🙏ଜୟ ମା ଦୁର୍ଗା 🙏
#pushkara #odiacinema #ollywood #actorslife #durgapuja #metadurgapujasquad #durgapuja2023 #odisha #odia @tarangcineproductions @rreventscineproduction @rajshrifilms | Posted on 23/Oct/2023 21:00:08



