Home Actress Jina Samal HD Instagram Photos and Wallpapers November 2023 Jina Samal Instagram - ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତଥା ବୋଇତ ବନ୍ଦାଣ ଉତ୍ସବ ଅବସରରେ ଭଦ୍ରକ ଜିଲ୍ଲା ଧାମରା ଠାରେ ଅନୁଷ୍ଠିତ 7ମ ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବ 2023 ରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଲି । ମୋ ସହିତ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ବୈଜୟନ୍ତ ପଣ୍ଡା, ଧାମନଗର ବିଧାୟକ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଅଭିମନ୍ୟୁ ସେଠୀ, ରୁଦ୍ର ପାଣିଗ୍ରାହି,ହେମନ୍ତ ପାଢ଼ୀ, ମନସ୍ମିତା ଖୁଣ୍ଟିଆ, ପିଙ୍କି ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ନେତାମାନେ ମଧ୍ୟ ଯୋଗଦାନ କରିଥିଲେ । ଉତ୍କଳର ସ୍ବର୍ଣ୍ଣିମ ଇତିହାସ ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ବୋଇତ ବନ୍ଦାଣ ଉତ୍ସବର ଏହି ସୁନ୍ଦର ପ୍ରୟାସ ଜାରି ରଖିଥିବା ହେତୁ ତଥା ମତେ ଏଭଳି ଏକ ସୁନ୍ଦର ମଞ୍ଚରେ ଅତିଥି ଭାବେ ନିମନ୍ତ୍ରିତ କରିଥିବାରୁ ଆୟୋଜକ ବନ୍ଧୁ ମାନଙ୍କୁ ହୃଦୟର ସହ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଛି #happykartikapurnima🛶⛵️ #zeenasamalpanigrahy #ଜିନା 🙏 Dhamara Seaport

Jina Samal Instagram – ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତଥା ବୋଇତ ବନ୍ଦାଣ ଉତ୍ସବ ଅବସରରେ ଭଦ୍ରକ ଜିଲ୍ଲା ଧାମରା ଠାରେ ଅନୁଷ୍ଠିତ 7ମ ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବ 2023 ରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଲି । ମୋ ସହିତ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ବୈଜୟନ୍ତ ପଣ୍ଡା, ଧାମନଗର ବିଧାୟକ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଅଭିମନ୍ୟୁ ସେଠୀ, ରୁଦ୍ର ପାଣିଗ୍ରାହି,ହେମନ୍ତ ପାଢ଼ୀ, ମନସ୍ମିତା ଖୁଣ୍ଟିଆ, ପିଙ୍କି ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ନେତାମାନେ ମଧ୍ୟ ଯୋଗଦାନ କରିଥିଲେ । ଉତ୍କଳର ସ୍ବର୍ଣ୍ଣିମ ଇତିହାସ ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ବୋଇତ ବନ୍ଦାଣ ଉତ୍ସବର ଏହି ସୁନ୍ଦର ପ୍ରୟାସ ଜାରି ରଖିଥିବା ହେତୁ ତଥା ମତେ ଏଭଳି ଏକ ସୁନ୍ଦର ମଞ୍ଚରେ ଅତିଥି ଭାବେ ନିମନ୍ତ୍ରିତ କରିଥିବାରୁ ଆୟୋଜକ ବନ୍ଧୁ ମାନଙ୍କୁ ହୃଦୟର ସହ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଛି #happykartikapurnima🛶⛵️ #zeenasamalpanigrahy #ଜିନା 🙏 Dhamara Seaport

Jina Samal Instagram - ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତଥା ବୋଇତ ବନ୍ଦାଣ ଉତ୍ସବ ଅବସରରେ ଭଦ୍ରକ ଜିଲ୍ଲା ଧାମରା ଠାରେ ଅନୁଷ୍ଠିତ 7ମ ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବ 2023 ରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଲି । ମୋ ସହିତ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ବୈଜୟନ୍ତ ପଣ୍ଡା, ଧାମନଗର ବିଧାୟକ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଅଭିମନ୍ୟୁ ସେଠୀ, ରୁଦ୍ର ପାଣିଗ୍ରାହି,ହେମନ୍ତ ପାଢ଼ୀ, ମନସ୍ମିତା ଖୁଣ୍ଟିଆ, ପିଙ୍କି ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ନେତାମାନେ ମଧ୍ୟ ଯୋଗଦାନ କରିଥିଲେ । ଉତ୍କଳର ସ୍ବର୍ଣ୍ଣିମ ଇତିହାସ ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ବୋଇତ ବନ୍ଦାଣ ଉତ୍ସବର ଏହି ସୁନ୍ଦର ପ୍ରୟାସ ଜାରି ରଖିଥିବା ହେତୁ ତଥା ମତେ ଏଭଳି ଏକ ସୁନ୍ଦର ମଞ୍ଚରେ ଅତିଥି ଭାବେ ନିମନ୍ତ୍ରିତ କରିଥିବାରୁ ଆୟୋଜକ ବନ୍ଧୁ ମାନଙ୍କୁ ହୃଦୟର ସହ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଛି #happykartikapurnima🛶⛵️ #zeenasamalpanigrahy #ଜିନା 🙏 Dhamara Seaport

Jina Samal Instagram – ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତଥା ବୋଇତ ବନ୍ଦାଣ ଉତ୍ସବ ଅବସରରେ ଭଦ୍ରକ ଜିଲ୍ଲା ଧାମରା ଠାରେ ଅନୁଷ୍ଠିତ 7ମ ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବ 2023 ରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଲି । ମୋ ସହିତ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ବୈଜୟନ୍ତ ପଣ୍ଡା, ଧାମନଗର ବିଧାୟକ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଅଭିମନ୍ୟୁ ସେଠୀ, ରୁଦ୍ର ପାଣିଗ୍ରାହି,ହେମନ୍ତ ପାଢ଼ୀ, ମନସ୍ମିତା ଖୁଣ୍ଟିଆ, ପିଙ୍କି ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ନେତାମାନେ ମଧ୍ୟ ଯୋଗଦାନ କରିଥିଲେ । ଉତ୍କଳର ସ୍ବର୍ଣ୍ଣିମ ଇତିହାସ ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ବୋଇତ ବନ୍ଦାଣ ଉତ୍ସବର ଏହି ସୁନ୍ଦର ପ୍ରୟାସ ଜାରି ରଖିଥିବା ହେତୁ ତଥା ମତେ ଏଭଳି ଏକ ସୁନ୍ଦର ମଞ୍ଚରେ ଅତିଥି ଭାବେ ନିମନ୍ତ୍ରିତ କରିଥିବାରୁ ଆୟୋଜକ ବନ୍ଧୁ ମାନଙ୍କୁ ହୃଦୟର ସହ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଛି #happykartikapurnima🛶⛵️ #zeenasamalpanigrahy #ଜିନା 🙏 Dhamara Seaport | Posted on 27/Nov/2023 18:47:09

Jina Samal Instagram – ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲ ଓ ସ୍ଥାନୀୟ ନେତୃବୃନ୍ଦଙ୍କ ସହ ଭଦ୍ରକ ଜିଲ୍ଲା ଧାମରା ସ୍ଥିତ ମା’ ଧାମରେଇଙ୍କ ମନ୍ଦିର ପରିଦର୍ଶନ କରି ମା’ ଙ୍କ ଆଶୀର୍ବାଦ ଭିକ୍ଷା କରିବା ଅବସରରେ #zeenasamalpanigrahy #ଜିନା🙏 ମା ଧାମରାଈ ମନ୍ଦିର, ଧାମରା

Check out the latest gallery of Jina Samal