Home Actress Jina Samal HD Instagram Photos and Wallpapers November 2023 Jina Samal Instagram - #naturelovers #subarnarekha 🏞️ #bhograi 😇 Baliapal, Orissa, India

Jina Samal Instagram – #naturelovers #subarnarekha 🏞️ #bhograi 😇 Baliapal, Orissa, India

Jina Samal Instagram - #naturelovers #subarnarekha 🏞️ #bhograi 😇 Baliapal, Orissa, India

Jina Samal Instagram – #naturelovers #subarnarekha 🏞️ #bhograi 😇 Baliapal, Orissa, India | Posted on 29/Nov/2023 17:11:21

Jina Samal Instagram – ବାଲେଶ୍ବର ଜିଲ୍ଲା ଭୋଗରାଇ ନିର୍ବାଚନ ମଣ୍ଡଳୀ ଭୋଗରାଇ ବ୍ଲକ ଅନ୍ତର୍ଗତ ମନ୍ଦାରସାହି ପଞ୍ଚାୟତର ଜନସାଧାରଣଙ୍କୁ ଭେଟିଲି । ସେମାନଙ୍କ ସହ କିଛି ବର୍ତ୍ତାଳାପ କଲି ଓ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଲି । ବହୁ ସଂଖ୍ୟରେ ମାଆ, ମାଉସୀ ଓ ଭଉଣୀମାନଙ୍କ ଉପସ୍ଥିତି ଦେଖି ଖୁସି ଲାଗିଲା । ସମସ୍ତଙ୍କ ଆଦର ଭଲପାଇବା ତଥା ସହଯୋଗ ପାଇଁ ବହୁତ ବହୁତ ଧନ୍ୟବାଦ 🙏#zeenasamalpanigrahy #ଜିନା 🙏💕💕 Mandarsahi
Jina Samal Instagram – ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟର ପରମ୍ପରା ଓ ଧାର୍ମିକ ବିଶ୍ୱାସର ବିଶେଷ ପର୍ବ ପବିତ୍ର *କାର୍ତ୍ତିକ ପୁର୍ଣିମା* ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ 💐🙏🏻

#happykartikapurnima🛶⛵️ #zeenasamalpanigrahy #ଜିନା🙏

Check out the latest gallery of Jina Samal