Home Actress Jina Samal HD Instagram Photos and Wallpapers November 2023 Jina Samal Instagram - ବାଲେଶ୍ବର ଜିଲ୍ଲା ଭୋଗରାଇ ନିର୍ବାଚନ ମଣ୍ଡଳୀ ଭୋଗରାଇ ବ୍ଲକ ଜଳସୋହରିଆ ପଞ୍ଚାୟତର ପ୍ରସନ୍ନ କୁମାର ଏକାଡେମୀର ରଜତ ଜୟନ୍ତୀ ପାଳନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦାନ କଲି ଏବଂ ଉପସ୍ଥିତ ସ୍ଥାନୀୟ ଜନସାଧାରଣ ଓ ବରିଷ୍ଠ ନାଗରିକମାନଙ୍କ ସହ କିଛି ବର୍ତ୍ତାଳାପ କଲି। ସମସ୍ତଙ୍କ ଆଦର ଭଲପାଇବା ପାଇଁ ହୃଦୟର ସହ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି 🙏#zeenasamalpanigrahy #ଜିନା🧿🙏

Jina Samal Instagram – ବାଲେଶ୍ବର ଜିଲ୍ଲା ଭୋଗରାଇ ନିର୍ବାଚନ ମଣ୍ଡଳୀ ଭୋଗରାଇ ବ୍ଲକ ଜଳସୋହରିଆ ପଞ୍ଚାୟତର ପ୍ରସନ୍ନ କୁମାର ଏକାଡେମୀର ରଜତ ଜୟନ୍ତୀ ପାଳନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦାନ କଲି ଏବଂ ଉପସ୍ଥିତ ସ୍ଥାନୀୟ ଜନସାଧାରଣ ଓ ବରିଷ୍ଠ ନାଗରିକମାନଙ୍କ ସହ କିଛି ବର୍ତ୍ତାଳାପ କଲି। ସମସ୍ତଙ୍କ ଆଦର ଭଲପାଇବା ପାଇଁ ହୃଦୟର ସହ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି 🙏#zeenasamalpanigrahy #ଜିନା🧿🙏

Jina Samal Instagram - ବାଲେଶ୍ବର ଜିଲ୍ଲା ଭୋଗରାଇ ନିର୍ବାଚନ ମଣ୍ଡଳୀ ଭୋଗରାଇ ବ୍ଲକ ଜଳସୋହରିଆ ପଞ୍ଚାୟତର ପ୍ରସନ୍ନ କୁମାର ଏକାଡେମୀର ରଜତ ଜୟନ୍ତୀ ପାଳନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦାନ କଲି ଏବଂ ଉପସ୍ଥିତ ସ୍ଥାନୀୟ ଜନସାଧାରଣ ଓ ବରିଷ୍ଠ ନାଗରିକମାନଙ୍କ ସହ କିଛି ବର୍ତ୍ତାଳାପ କଲି। ସମସ୍ତଙ୍କ ଆଦର ଭଲପାଇବା ପାଇଁ ହୃଦୟର ସହ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି 🙏#zeenasamalpanigrahy #ଜିନା🧿🙏

Jina Samal Instagram – ବାଲେଶ୍ବର ଜିଲ୍ଲା ଭୋଗରାଇ ନିର୍ବାଚନ ମଣ୍ଡଳୀ ଭୋଗରାଇ ବ୍ଲକ ଜଳସୋହରିଆ ପଞ୍ଚାୟତର ପ୍ରସନ୍ନ କୁମାର ଏକାଡେମୀର ରଜତ ଜୟନ୍ତୀ ପାଳନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦାନ କଲି ଏବଂ ଉପସ୍ଥିତ ସ୍ଥାନୀୟ ଜନସାଧାରଣ ଓ ବରିଷ୍ଠ ନାଗରିକମାନଙ୍କ ସହ କିଛି ବର୍ତ୍ତାଳାପ କଲି। ସମସ୍ତଙ୍କ ଆଦର ଭଲପାଇବା ପାଇଁ ହୃଦୟର ସହ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି 🙏#zeenasamalpanigrahy #ଜିନା🧿🙏 | Posted on 26/Nov/2023 22:43:50

Jina Samal Instagram – ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟର ପରମ୍ପରା ଓ ଧାର୍ମିକ ବିଶ୍ୱାସର ବିଶେଷ ପର୍ବ ପବିତ୍ର *କାର୍ତ୍ତିକ ପୁର୍ଣିମା* ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ 💐🙏🏻

#happykartikapurnima🛶⛵️ #zeenasamalpanigrahy #ଜିନା🙏
Jina Samal Instagram – ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତଥା ବୋଇତ ବନ୍ଦାଣ ଉତ୍ସବ ଅବସରରେ ଭଦ୍ରକ ଜିଲ୍ଲା ଧାମରା ଠାରେ ଅନୁଷ୍ଠିତ 7ମ ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବ 2023 ରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଲି । ମୋ ସହିତ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ବୈଜୟନ୍ତ ପଣ୍ଡା, ଧାମନଗର ବିଧାୟକ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଅଭିମନ୍ୟୁ ସେଠୀ, ରୁଦ୍ର ପାଣିଗ୍ରାହି,ହେମନ୍ତ ପାଢ଼ୀ, ମନସ୍ମିତା ଖୁଣ୍ଟିଆ, ପିଙ୍କି ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ନେତାମାନେ ମଧ୍ୟ ଯୋଗଦାନ କରିଥିଲେ ।  ଉତ୍କଳର ସ୍ବର୍ଣ୍ଣିମ ଇତିହାସ ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ବୋଇତ ବନ୍ଦାଣ ଉତ୍ସବର ଏହି ସୁନ୍ଦର ପ୍ରୟାସ ଜାରି ରଖିଥିବା ହେତୁ ତଥା ମତେ ଏଭଳି ଏକ ସୁନ୍ଦର ମଞ୍ଚରେ ଅତିଥି ଭାବେ ନିମନ୍ତ୍ରିତ କରିଥିବାରୁ ଆୟୋଜକ ବନ୍ଧୁ ମାନଙ୍କୁ ହୃଦୟର ସହ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଛି  #happykartikapurnima🛶⛵️ #zeenasamalpanigrahy #ଜିନା 🙏 Dhamara Seaport

Check out the latest gallery of Jina Samal