Home Actress Jina Samal HD Instagram Photos and Wallpapers November 2023 Jina Samal Instagram - ମୋର କୌଣସି ଏକ ସ୍ଥାନକୁ ଯାତ୍ରା କରିବା ସମୟରେ, ବାଲେଶ୍ବର ଜିଲ୍ଲା ଭୋଗରାଇ ନିର୍ବାଚନ ମଣ୍ଡଳୀ ଭୋଗରାଇ ବ୍ଲକ ଅନ୍ତର୍ଗତ ଟେଙ୍ଗରାମାରି ଗ୍ରାମ ଜୟରାମପୁର ପଞ୍ଚାୟତର ଗ୍ରାମବାସୀମାନଙ୍କ ସହ ରାସ୍ତାରେ ଭେଟ ହେଲା । ଅଚାନକ ଏତେ ସୁନ୍ଦର ସ୍ୱାଗତ ସମ୍ବର୍ଦ୍ଧନା ଦେଖି ବହୁ ଖୁସି ଲାଗିଲା । ସେମାନଙ୍କ ସହ କିଛି ବର୍ତ୍ତାଳାପ କଲି ଓ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଲି । ମୋ ପ୍ରତି ଲୋକମାନଙ୍କ ଏତେ ସ୍ନେହ, ଆଦର ନିଶ୍ଚିତ ରୂପେ ମତେ ଆହୁରି ଆଗକୁ ଯିବାକୁ ପ୍ରେରଣା ଯୋଗାଇବ । ଉପସ୍ଥିତ ସମସ୍ତ ଲୋକମାନଙ୍କୁ ମୋର ହୃଦୟର ସହ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି 🙏 #zeenasamalpanigrahy #ଜିନା🙏 Tengramari

Jina Samal Instagram – ମୋର କୌଣସି ଏକ ସ୍ଥାନକୁ ଯାତ୍ରା କରିବା ସମୟରେ, ବାଲେଶ୍ବର ଜିଲ୍ଲା ଭୋଗରାଇ ନିର୍ବାଚନ ମଣ୍ଡଳୀ ଭୋଗରାଇ ବ୍ଲକ ଅନ୍ତର୍ଗତ ଟେଙ୍ଗରାମାରି ଗ୍ରାମ ଜୟରାମପୁର ପଞ୍ଚାୟତର ଗ୍ରାମବାସୀମାନଙ୍କ ସହ ରାସ୍ତାରେ ଭେଟ ହେଲା । ଅଚାନକ ଏତେ ସୁନ୍ଦର ସ୍ୱାଗତ ସମ୍ବର୍ଦ୍ଧନା ଦେଖି ବହୁ ଖୁସି ଲାଗିଲା । ସେମାନଙ୍କ ସହ କିଛି ବର୍ତ୍ତାଳାପ କଲି ଓ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଲି । ମୋ ପ୍ରତି ଲୋକମାନଙ୍କ ଏତେ ସ୍ନେହ, ଆଦର ନିଶ୍ଚିତ ରୂପେ ମତେ ଆହୁରି ଆଗକୁ ଯିବାକୁ ପ୍ରେରଣା ଯୋଗାଇବ । ଉପସ୍ଥିତ ସମସ୍ତ ଲୋକମାନଙ୍କୁ ମୋର ହୃଦୟର ସହ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି 🙏 #zeenasamalpanigrahy #ଜିନା🙏 Tengramari

Jina Samal Instagram - ମୋର କୌଣସି ଏକ ସ୍ଥାନକୁ ଯାତ୍ରା କରିବା ସମୟରେ, ବାଲେଶ୍ବର ଜିଲ୍ଲା ଭୋଗରାଇ ନିର୍ବାଚନ ମଣ୍ଡଳୀ ଭୋଗରାଇ ବ୍ଲକ ଅନ୍ତର୍ଗତ ଟେଙ୍ଗରାମାରି ଗ୍ରାମ ଜୟରାମପୁର ପଞ୍ଚାୟତର ଗ୍ରାମବାସୀମାନଙ୍କ ସହ ରାସ୍ତାରେ ଭେଟ ହେଲା । ଅଚାନକ ଏତେ ସୁନ୍ଦର ସ୍ୱାଗତ ସମ୍ବର୍ଦ୍ଧନା ଦେଖି ବହୁ ଖୁସି ଲାଗିଲା । ସେମାନଙ୍କ ସହ କିଛି ବର୍ତ୍ତାଳାପ କଲି ଓ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଲି । ମୋ ପ୍ରତି ଲୋକମାନଙ୍କ ଏତେ ସ୍ନେହ, ଆଦର ନିଶ୍ଚିତ ରୂପେ ମତେ ଆହୁରି ଆଗକୁ ଯିବାକୁ ପ୍ରେରଣା ଯୋଗାଇବ । ଉପସ୍ଥିତ ସମସ୍ତ ଲୋକମାନଙ୍କୁ ମୋର ହୃଦୟର ସହ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି 🙏 #zeenasamalpanigrahy #ଜିନା🙏 Tengramari

Jina Samal Instagram – ମୋର କୌଣସି ଏକ ସ୍ଥାନକୁ ଯାତ୍ରା କରିବା ସମୟରେ, ବାଲେଶ୍ବର ଜିଲ୍ଲା ଭୋଗରାଇ ନିର୍ବାଚନ ମଣ୍ଡଳୀ ଭୋଗରାଇ ବ୍ଲକ ଅନ୍ତର୍ଗତ ଟେଙ୍ଗରାମାରି ଗ୍ରାମ ଜୟରାମପୁର ପଞ୍ଚାୟତର ଗ୍ରାମବାସୀମାନଙ୍କ ସହ ରାସ୍ତାରେ ଭେଟ ହେଲା । ଅଚାନକ ଏତେ ସୁନ୍ଦର ସ୍ୱାଗତ ସମ୍ବର୍ଦ୍ଧନା ଦେଖି ବହୁ ଖୁସି ଲାଗିଲା । ସେମାନଙ୍କ ସହ କିଛି ବର୍ତ୍ତାଳାପ କଲି ଓ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଲି । ମୋ ପ୍ରତି ଲୋକମାନଙ୍କ ଏତେ ସ୍ନେହ, ଆଦର ନିଶ୍ଚିତ ରୂପେ ମତେ ଆହୁରି ଆଗକୁ ଯିବାକୁ ପ୍ରେରଣା ଯୋଗାଇବ । ଉପସ୍ଥିତ ସମସ୍ତ ଲୋକମାନଙ୍କୁ ମୋର ହୃଦୟର ସହ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି 🙏 #zeenasamalpanigrahy #ଜିନା🙏 Tengramari | Posted on 15/Nov/2023 13:13:08

Jina Samal Instagram – This romantic song captures the essence of love in its purest form #SakalaSuruja 
.
@_sritamdas @zeenasamalpanigrahy #SatwakiMishra @saurav_anand_1 #DiptiranjanBhoi #GerogeTiyadi #DebuBrahma #Suman #RabiMishra @abhijitmajumdarofficial #NiranjanaBehera #ChhabitaMartha
.
#Odiasong #PremLeela #romanticsong #odiamovie #reelsinstagram #instagood #odiareels
Jina Samal Instagram – ବାଲେଶ୍ବର ଜିଲ୍ଲା ଭୋଗରାଇ ନିର୍ବାଚନ ମଣ୍ଡଳୀ ଭୋଗରାଇ ବ୍ଲକ ଅନ୍ତର୍ଗତ ରସଲପୁର ପଞ୍ଚାୟତର  ପିଠାପୁର ଗ୍ରାମବାସୀଙ୍କ ସହ ଭେଟ ହେଲା । ବହୁ ସଂଖ୍ୟରେ ମା ମାଉସୀ ମାନଙ୍କ ଉପସ୍ଥିତି ଦେଖି ବହୁ ଖୁସି ଲାଗିଲା । ସେମାନଙ୍କ ସହ କିଛି ବର୍ତ୍ତାଳାପ କଲି ଓ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଲି । ଏତେ ସୁନ୍ଦର ସ୍ୱାଗତ, ସମ୍ବର୍ଦ୍ଧନା ତଥା ସମସ୍ତଙ୍କ ଆଦର ଓ ଭଲପାଇବା ପାଇଁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ । #zeenasamalpanigrahy #ଜିନା Rasalpur

Check out the latest gallery of Jina Samal