Shivani Sangita Instagram – ମହାପ୍ରଭୁ ଜଗନ୍ନାଥ ଛାଡିବେ ଶରୀର
ଫାଟି ଯାଉ ଅଛି ଛାତି ଭକ୍ତ ଜନଙ୍କର
ସେହି ପ୍ରଭୁ ଜଗନ୍ନାଥ ନବକଳେବରେ
ପୁଣି ଉଭା ହେବେ ଆସି ଭକ୍ତ ଜନ ମେଳେ
ଉଦେ ହେବ ଦିବ୍ୟ ଜ୍ଞାନ ପୋଡ଼ିବ କଳୁଷ
ନବକଳେବରେ ଆସିବେ ମୋ ପ୍ରାଣ ଇଶ
“Nabakalebara”- A Historical Tale
Shooting is on the floor❤️
Releasing soon at your nearest theatres 🎭
Designer – @sk_azhar_ali
Costume designer- @mahendrabaral_official
#SaiSradhaProductionTrust #2024 #Sai SradhaMovies #NewOdiaCinema #MythologicalContent
#RegionalCinema #cinemahalls #nabakelabara2023 | Posted on 30/Nov/2023 18:00:00


