Sradha Panigrahi Instagram – ଆମ ଶ୍ରେଣୀ ର ଫାଇନାଲ ପରୀକ୍ଷା ର ତାରିଖ ଧାର୍ଯ୍ୟ ହେଇ ସାରିଛି
ତେଣୁ ସିଦ୍ଧିବିନାୟକ,ଶିରିଡ଼ି ସାଇ ବାବା , ପ୍ରଭୁ ଜଗନ୍ନାଥ ଓ ମା ସମଲେଇ ଙ୍କ ଆଶୀର୍ବାଦ ନେଇ ଆମେ ଆମ ପ୍ରସ୍ତୁତି ଆରମ୍ଭ କରୁଛୁ ।
ଆପଣକଂ ସମର୍ଥନ ଓ ଆଶୀର୍ବାଦ ଆଶା କରୁଛୁ । #dasama #teamdasama #schoolmemories #schoollife #memories #life #oldmemories #dfilms_cine_production #sradhanjalientertainment Odisha Odia – ଓଡ଼ିଶା ଓଡ଼ିଆ | Posted on 23/Nov/2023 15:07:40



