Jina Samal Instagram – ♥️

Jina Samal Instagram - ♥️

Jina Samal Instagram – ♥️ | Posted on 08/Jan/2024 10:44:30

Jina Samal Instagram – ବାଲେଶ୍ବର ଜିଲ୍ଲା ଭୋଗରାଇ ନିର୍ବାଚନ ମଣ୍ଡଳୀ ଭୋଗରାଇ ବ୍ଲକର ବିଭିନ୍ନ ସ୍ଥାନକୁ ଯିବା ସମୟରେ ରାସ୍ତାରେ ମହାଗବ ପଞ୍ଚାୟତର କିଛି ଜନସାଧାରଣଙ୍କୁ ଭେଟିଲି ।  ସେମାନଙ୍କ ସହ କିଛି ବର୍ତ୍ତାଳାପ କଲି ଓ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଲି । ଏତେ ସଂଖ୍ୟାରେ ଜନ ସମର୍ଥନ ଦେଖି ବହୁ ଖୁସି ଲାଗିଲା । ଆଗକୁ ଉକ୍ତ ପଞ୍ଚାୟତରେ ଏକ ବଡ ସଭା କରି ସମସ୍ତଙ୍କ ସହ ମିଶିବାକୁ ପ୍ରତିଶ୍ରୁତି ଦେଇ ଆସିଲି । ସମସ୍ତଙ୍କ ଆଦର ଭଲପାଇବା ତଥା ସହଯୋଗ ପାଇଁ ବହୁତ ବହୁତ ଧନ୍ୟବାଦ 🙏#zeenasamalpanigrahy #ଜିନା🙏😇 Bhograi, Orissa, India
Jina Samal Instagram – #tulasiparivar

Check out the latest gallery of Jina Samal