Jina Samal Instagram –

Jina Samal Instagram -

Jina Samal Instagram – | Posted on 25/Dec/2023 14:53:02

Jina Samal Instagram – #merrychristmas #rudzeen #ରୁଦ୍ରଜିନା🎄🍫🍰❤️❤️😇👩‍❤️‍👨🧿
Jina Samal Instagram – ବାଲେଶ୍ବର ଜିଲ୍ଲା ଭୋଗରାଇ ନିର୍ବାଚନ ମଣ୍ଡଳୀ ଭୋଗରାଇ ବ୍ଲକ ଅନ୍ତର୍ଗତ ଗୁଣସାର୍ଥା ପଞ୍ଚାୟତର ଜନସାଧାରଣଙ୍କୁ ଭେଟିଲି । ବହୁ ସଂଖ୍ୟାରେ ମା, ମାଉସୀ ତଥା ଭଉଣୀମାନେ ଉପସ୍ଥିତ ଥିଲେ । ସେମାନଙ୍କ ସହ କିଛି ବର୍ତ୍ତାଳାପ କଲି ଓ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଲି । ଏତେ ସଂଖ୍ୟାରେ ଜନ ସମର୍ଥନ ଦେଖି ବହୁ ଖୁସି ଲାଗିଲା । ସମସ୍ତଙ୍କ ଆଦର ଭଲପାଇବା ତଥା ସହଯୋଗ ପାଇଁ ବହୁତ ବହୁତ ଧନ୍ୟବାଦ #bhograi #zeenasamalpanigrahy #ଜିନା🙏🧿😇 Gunsartha

Check out the latest gallery of Jina Samal