Home Actress Arpita Kar HD Instagram Photos and Wallpapers March 2024 Arpita Kar Instagram - Dear ଭୂମିକା,ଶ୍ରେୟାନ ତୁମ ଫିଲ୍ମ ଅପରେସନ ୧୨/୧୭ ଫିଲ୍ମ ଟି ବହୁତ ଭଲଲାଗିଲା, ହୃଦୟ କୁ ସ୍ପର୍ଶ କରିଲା।ସବୁଠୁ ବଡ଼ କଥା ସତ୍ୟ କାହାଣୀ କୁ ଜୀବନ୍ତ ରୂପ ଦେବା ଭାରି କଷ୍ଟ କିନ୍ତୁ ତୁମେ ଦୁଇଜଣ ଓ ତୁମ ପୁରା ଟିମ ର କଠିନ ପରିଶ୍ରମ ବଳରେ କରିକି ଦେଖାଇଛ ଫିଲ୍ମ କାହାକୁ କୁହାଯାଏ।ଭୂମିକା ତୁମେ ଆଉ ସେ ଭୂମିକା ହେଇ ଆଉ ରହିନ କାରଣ ତୁମ ନିଜ ଭିତରେ ବହୁତ ପରିବର୍ତନ କରିଛ।ନିଜ ଭିତରେ ଥିବା ଲୁକାୟତ କଳା କୁ ଜୀବନ୍ତ ରୂପ ଦେଇଛ ଫିଲ୍ମ ରେ।ଏମିତି ଭଲ ଭଲ କାହାଣୀ କୁ ନେଇ ଅଭିନୟ କରିଚାଲ।ଜୟ ଜଗନ୍ନାଥ ❤️

Arpita Kar Instagram – Dear ଭୂମିକା,ଶ୍ରେୟାନ ତୁମ ଫିଲ୍ମ ଅପରେସନ ୧୨/୧୭ ଫିଲ୍ମ ଟି ବହୁତ ଭଲଲାଗିଲା, ହୃଦୟ କୁ ସ୍ପର୍ଶ କରିଲା।ସବୁଠୁ ବଡ଼ କଥା ସତ୍ୟ କାହାଣୀ କୁ ଜୀବନ୍ତ ରୂପ ଦେବା ଭାରି କଷ୍ଟ କିନ୍ତୁ ତୁମେ ଦୁଇଜଣ ଓ ତୁମ ପୁରା ଟିମ ର କଠିନ ପରିଶ୍ରମ ବଳରେ କରିକି ଦେଖାଇଛ ଫିଲ୍ମ କାହାକୁ କୁହାଯାଏ।ଭୂମିକା ତୁମେ ଆଉ ସେ ଭୂମିକା ହେଇ ଆଉ ରହିନ କାରଣ ତୁମ ନିଜ ଭିତରେ ବହୁତ ପରିବର୍ତନ କରିଛ।ନିଜ ଭିତରେ ଥିବା ଲୁକାୟତ କଳା କୁ ଜୀବନ୍ତ ରୂପ ଦେଇଛ ଫିଲ୍ମ ରେ।ଏମିତି ଭଲ ଭଲ କାହାଣୀ କୁ ନେଇ ଅଭିନୟ କରିଚାଲ।ଜୟ ଜଗନ୍ନାଥ ❤️

Arpita Kar Instagram - Dear ଭୂମିକା,ଶ୍ରେୟାନ ତୁମ ଫିଲ୍ମ ଅପରେସନ ୧୨/୧୭ ଫିଲ୍ମ ଟି ବହୁତ ଭଲଲାଗିଲା, ହୃଦୟ କୁ ସ୍ପର୍ଶ କରିଲା।ସବୁଠୁ ବଡ଼ କଥା ସତ୍ୟ କାହାଣୀ କୁ ଜୀବନ୍ତ ରୂପ ଦେବା ଭାରି କଷ୍ଟ କିନ୍ତୁ ତୁମେ ଦୁଇଜଣ ଓ ତୁମ ପୁରା ଟିମ ର କଠିନ ପରିଶ୍ରମ ବଳରେ କରିକି ଦେଖାଇଛ ଫିଲ୍ମ କାହାକୁ କୁହାଯାଏ।ଭୂମିକା ତୁମେ ଆଉ ସେ ଭୂମିକା ହେଇ ଆଉ ରହିନ କାରଣ ତୁମ ନିଜ ଭିତରେ ବହୁତ ପରିବର୍ତନ କରିଛ।ନିଜ ଭିତରେ ଥିବା ଲୁକାୟତ କଳା କୁ ଜୀବନ୍ତ ରୂପ ଦେଇଛ ଫିଲ୍ମ ରେ।ଏମିତି ଭଲ ଭଲ କାହାଣୀ କୁ ନେଇ ଅଭିନୟ କରିଚାଲ।ଜୟ ଜଗନ୍ନାଥ ❤️

Arpita Kar Instagram – Dear ଭୂମିକା,ଶ୍ରେୟାନ
ତୁମ ଫିଲ୍ମ ଅପରେସନ ୧୨/୧୭ ଫିଲ୍ମ ଟି ବହୁତ ଭଲଲାଗିଲା, ହୃଦୟ କୁ ସ୍ପର୍ଶ କରିଲା।ସବୁଠୁ ବଡ଼ କଥା ସତ୍ୟ କାହାଣୀ କୁ ଜୀବନ୍ତ ରୂପ ଦେବା ଭାରି କଷ୍ଟ କିନ୍ତୁ ତୁମେ ଦୁଇଜଣ ଓ ତୁମ ପୁରା ଟିମ ର କଠିନ ପରିଶ୍ରମ ବଳରେ କରିକି ଦେଖାଇଛ ଫିଲ୍ମ କାହାକୁ କୁହାଯାଏ।ଭୂମିକା ତୁମେ ଆଉ ସେ ଭୂମିକା ହେଇ ଆଉ ରହିନ କାରଣ ତୁମ ନିଜ ଭିତରେ ବହୁତ ପରିବର୍ତନ କରିଛ।ନିଜ ଭିତରେ ଥିବା ଲୁକାୟତ କଳା କୁ ଜୀବନ୍ତ ରୂପ ଦେଇଛ ଫିଲ୍ମ ରେ।ଏମିତି ଭଲ ଭଲ କାହାଣୀ କୁ ନେଇ ଅଭିନୟ କରିଚାଲ।ଜୟ ଜଗନ୍ନାଥ ❤️ | Posted on 18/Mar/2024 22:00:12

Arpita Kar Instagram – Are are yeh kya hua
 Fun DOD
Arpita Kar Instagram – #kayaking with VICKY & PUCKY is awesone😂😁😂

Check out the latest gallery of Arpita Kar