Home Actress Arpita Kar HD Instagram Photos and Wallpapers April 2024 Arpita Kar Instagram - Don't forget to watch today at 6.30pm only on @zee_sarthaktv

Arpita Kar Instagram – Don’t forget to watch today at 6.30pm only on @zee_sarthaktv

Arpita Kar Instagram - Don't forget to watch today at 6.30pm only on @zee_sarthaktv

Arpita Kar Instagram – Don’t forget to watch today at 6.30pm only on @zee_sarthaktv | Posted on 28/Apr/2024 16:09:08

Arpita Kar Instagram – Thank you god…….. ❤️
Arpita Kar Instagram – Dear ଭୂମିକା,ଶ୍ରେୟାନ
ତୁମ ଫିଲ୍ମ ଅପରେସନ ୧୨/୧୭ ଫିଲ୍ମ ଟି ବହୁତ ଭଲଲାଗିଲା, ହୃଦୟ କୁ ସ୍ପର୍ଶ କରିଲା।ସବୁଠୁ ବଡ଼ କଥା ସତ୍ୟ କାହାଣୀ କୁ ଜୀବନ୍ତ ରୂପ ଦେବା ଭାରି କଷ୍ଟ କିନ୍ତୁ ତୁମେ ଦୁଇଜଣ ଓ ତୁମ ପୁରା ଟିମ ର କଠିନ ପରିଶ୍ରମ ବଳରେ କରିକି ଦେଖାଇଛ ଫିଲ୍ମ କାହାକୁ କୁହାଯାଏ।ଭୂମିକା ତୁମେ ଆଉ ସେ ଭୂମିକା ହେଇ ଆଉ ରହିନ କାରଣ ତୁମ ନିଜ ଭିତରେ ବହୁତ ପରିବର୍ତନ କରିଛ।ନିଜ ଭିତରେ ଥିବା ଲୁକାୟତ କଳା କୁ ଜୀବନ୍ତ ରୂପ ଦେଇଛ ଫିଲ୍ମ ରେ।ଏମିତି ଭଲ ଭଲ କାହାଣୀ କୁ ନେଇ ଅଭିନୟ କରିଚାଲ।ଜୟ ଜଗନ୍ନାଥ ❤️

Check out the latest gallery of Arpita Kar