Jina Samal

Jina Samal Instagram – ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହୋଦୟଙ୍କ ନିର୍ମଳ ଭାବମୂର୍ତି ତଥା ସ୍ୱଚ୍ଛ ଶାସନ ତଥା ନିରପେକ୍ଷ ଆଦର୍ଶ ଗଣତନ୍ତ୍ରରେ ମୁଁ ଆସ୍ଥା ପ୍ରକଟ କରି ବିଜୁ ଜନତା ଦଳରେ ସାମିଲ ହେଲି ।ମତେ ବିଜୁ ଜନତା ଦଳରେ ସାମିଲ କରିଥିବାରୁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଅଛି । ଧନ୍ୟବାଦ🙏 @cmo_odisha @naveen_odisha @vkpandian.odisha #bjd #bijujanatadala 🙏 | Posted on 05/May/2024 00:50:44

Jina Samal Instagram – #reunion 
#tulasiparivar
Jina Samal

Check out the latest gallery of Jina Samal