Sradha Panigrahi Instagram – #JagaMoJagatajita:
ଜୀ ସାର୍ଥକ ଫିଲ୍ମସ ନୂଆ ସିନେମା” ଜଗା ମୋ ଜଗତଜିତା”ର ସଙ୍ଗୀତ ଲୋକାର୍ପଣ ହୋଇସାରିଛି । ଏଇ ସିନେମାଟି ଦେଖିବାକୁ ଭୁଲିବେ ନାହିଁ ଏଇ ରଥଯାତ୍ରାରେ କେବେଳ ଜୀ ସାର୍ଥକରେ |
ଜୀ ସାର୍ଥକ ଫିଲ୍ମର ନୂଆ ସିନେମା “ଜଗା ମୋ ଜଗତଜିତା” ଆସୁଅଛି ଜୁଲାଇ 7ତାରିଖ ରବିବାର ସନ୍ଧ୍ୟା 6.30, ଜୀ ସାର୍ଥକରେ |
#JagaMoJagatajitaBTS
#WorldTelevisionPremiere
#ZSO
#ZeeSarthakBTS
#ZeeSarthak
#BehindTheScenes | Posted on 05/Jul/2024 17:46:43



