Sradha Panigrahi Instagram – ମନୀଷା..ଲୋତକ ଦୀର୍ଘଶ୍ୱାସ ଓ ପ୍ରାଣ ଦେଇ ସୃଷ୍ଟି ସେ.. ଚରିତ୍ର ନୁହେଁ ପ୍ରେମର ଏକ ଗାଥା.. ଯାହାର ପ୍ରେମକୁ କାଳ କ୍ଷୟ କରି ପାରିଲା ନାହିଁ.. ଯାହା ପାଇଁ ଗଢ଼ା ହେଲାନି ତାଜ ମହଲ, କାରଣ ସେ ନିଜେ ଥିଲା ତାଜମହଲ.. ମନୀଷା ଚରିତ୍ରରେ ଟେଲିଭିଜନ ଓ ଫିଲ୍ମ ଜଗତର ଲୋକପ୍ରିୟ ଅଭିନେତ୍ରୀ *ଶ୍ରଦ୍ଧା ପାଣିଗ୍ରାହୀ* ..
ବାରିଷ୍ଟର ଗୋବିନ୍ଦ ଦାସଙ୍କ କାଳଜୟୀ ଉପନ୍ୟାସ *ଅମାବାସ୍ୟାରେ ଚନ୍ଦ୍ର*ଏକ ଭିନ୍ନ ରୂପରେ
Stay tuned for more updates
#Amarakahani
#odiaaudiofilm
#AudioStory
#AudioNovel | Posted on 19/Jan/2025 10:10:15



