Suman Pattnaik Instagram – ଆସନ୍ତୁ ” ଦେଖିବା TV, ଜିତିବା EV”.
ଜୀ ସାର୍ଥକ ନେଇଆସିଛି Electric Scooter ଜିତିବାର ସୁବର୍ଣ୍ଣ ସୁଯୋଗ । ମାର୍ଚ୍ଚ ୨୨ ତାରିଖରୁ ମଇ ୨୫ ତାରିଖ ପର୍ଯ୍ୟନ୍ତ ସନ୍ଧ୍ୟା ୭.୩୦ରୁ ରାତି ୯.୩୦ ମଧ୍ୟରେ ପ୍ରସାରିତ ହେଉଥିବା ଧାରାବାହିକ ଧାରାବାହିକ ଦେଖନ୍ତୁ ଏବଂ ସେଇ ଧାରାବାହିକରେ ପଚରାଯାଉଥିବା ସରଳ ପ୍ରଶ୍ନର ସଠିକ ଉତ୍ତର Missed କଲ୍ ମାଧ୍ୟମରେ ଦେଇ ଜିତନ୍ତୁ Electric Scooter . ପ୍ରତିଦିନ ୨୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିବ ୨୯୯ ଟଙ୍କାର ମୋବାଇଲ ରିଚାର୍ଜ ଭାଉଚର ସହିତ ୫ ଜଣ ମେଗା ବିଜେତାଙ୍କୁ ମିଳିବ Electric Scooter. ତେବେ ଆସନ୍ତୁ ” ଦେଖିବା TV , ଜିତିବା EV”
#ZeeSarthak #ZeeSarthakContest #ZeeSarthakTVEVcontest2025
#SandhyaManeZeeSarthakStills | Posted on 21/Mar/2025 14:27:18



