Niharika Dash Instagram – ମାସିକ ଋତୁସ୍ରାବ ଆଗରୁ breast pain କାହିଁକି ହୁଏ?
ମାସିକ ଋତୁସ୍ରା. ଆସିବା ପୂର୍ବରୁ breast ରେ pain ହେବାର କାରଣ ହେଉଛି ହରମୋନର ପରିବର୍ତ୍ତନ, ବିଶେଷକରି ଇଷ୍ଟ୍ରୋଜେନ୍ ଓ ପ୍ରୋଜେଷ୍ଟେରୋନ୍ ବଢ଼ିବା।
ଏହି ହରମୋନ ଷ୍breast ଟିସ୍ୟୁକୁ ଫୁଲିବା ପାଇଁ ବାଧ୍ୟ କରେ, ଯେଉଁଥିପାଇଁ pain ଓ ଓଜନ ଲାଗିପାରେ। ଏହା ସାଧାରଣତଃ ଲୁଟିଅଲ୍ ଫେଜ୍ (ଓଭ୍ୟୁଲେସନ୍ ପରେ ଓ ମାସିକ ପୂର୍ବରୁ) ରେ ହୁଏ। | Posted on 17/May/2025 19:10:24



