Archita Sahu Instagram – Here is what Raja Mishra ji said about his journey and the ‘HOPE’ he got from Dr. Sruti Mohapatra 🙏
ଓଡିଶା ତଥା ଭାରତ ବର୍ଷର ଗର୍ବ ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ଡଃ ଶ୍ରୁତି ମହାପାତ୍ର ଙ୍କ ବ୍ୟକ୍ତିଗତ ଜୀବନ ଠାରୁ ଅନୁପ୍ରାଣିତ “ପାଦେ ଆକାଶ” l
ସିନେମା ରିଲିଜ୍ ହେବ ଏପ୍ରିଲ 11 ରେ.
ଆଶା ନିଶ୍ଚୟ ଆପଣ ଆଶୀର୍ବାଦ କରିବେ ଏଇ ସାହସୀ ପାଦ ଦୁଇଟାକୁ ଯିଏ ଯିଏ ଅନେକ ଅସହାୟ ପାଦ ମାନଙ୍କୁ ସ୍ୱାଭିମାନ ସହ ବଞ୍ଚିବାପାଇଁ ରାସ୍ତା ଦେଖେଇବାର ଶକ୍ତି ରଖିଛିl
ଜୟ ଜଗନ୍ନାଥ 🙏 ଜୟ ମା 🙏 | Posted on 28/Mar/2025 23:21:44



