Bidusmita Dash Instagram – ଆଜି ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ସୁଶାସନ ଦିବସ ତଥା ମହାନ ରାଷ୍ଟ୍ରନେତା, ପୂର୍ବତନ ପ୍ରଧାନମନ୍ତ୍ରୀ, ଆମ ସମସ୍ତଙ୍କ ମାର୍ଗଦର୍ଶକ ଭାରତ ରତ୍ନ ‘ଅଟଳ ବିହାରୀ ବାଜପେୟୀ’ଙ୍କ ୧୦୧ ତମ ଜୟନ୍ତୀ ପାଳନ ସମାରୋହ ସଙ୍ଗେ ୧୦ ମ ଅଟଳ ସମ୍ମାନ ଉତ୍ସବରେ ଯୋଗଦେଲି।
#GoodGovernanceDay
#AtalVihariVajpayee | Posted on 25/Dec/2025 13:30:53
Check out the latest gallery of Bidusmita Dash



