Bidusmita Dash Instagram – ସୁଶାସନ ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
ମହାନ ରାଷ୍ଟ୍ରନେତା, ପୂର୍ବତନ ପ୍ରଧାନମନ୍ତ୍ରୀ, ଆମ ସମସ୍ତଙ୍କ ମାର୍ଗଦର୍ଶକ ଭାରତ ରତ୍ନ ‘ଅଟଳ ବିହାରୀ ବାଜପେୟୀ’ଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ।
#GoodGovernanceDay
#AtalVihariVajpayee | Posted on 25/Dec/2025 12:35:12



