Varsha Priyadarshini Instagram – ପବିତ୍ର ଦୁର୍ଗାପୂଜା ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା। ଜଗଜ୍ଜନନୀ ମା’ଦୁର୍ଗାଙ୍କ ନିକଟରେ ସମସ୍ତଙ୍କର ମଙ୍ଗଳ କାମନା କରି ପ୍ରାର୍ଥନା କରୁଛି।
🙏🏻ଶାରଦୀୟ ଅଭିନନ୍ଦନ 🙏🏻 | Posted on 01/Oct/2025 12:37:53