Varsha Priyadarshini

Varsha Priyadarshini Instagram – ନୂଆବର୍ଷ ଅବସରରେ ଦୁଇଜଣ ବୟୋଜ୍ୟେଷ୍ଠ ମଉସା ମାଉସୀଙ୍କ ସହିତ ସାକ୍ଷାତ କରି ସେମାନଙ୍କର ଆଶୀର୍ବାଦ ଲାଭ କଲି। ବୟସର ଅପରାହ୍ନରେ ସେମାନେ ଏକୁଟିଆ ଓ ଅସହାୟ ଅବସ୍ଥାରେ ରହୁଥିବା ଦେଖି ବହୁତ କଷ୍ଟ ଲାଗିଲା। ଆମ ସମାଜରେ ଅନେକ ବୟସ୍କ ବ୍ୟକ୍ତି ଅବହେଳିତ ଅବସ୍ଥାରେ ରହୁଛନ୍ତି। ଆମ ଦ୍ୱାରା ଯେତିକି ସମ୍ଭବ ଆମେ ସେମାନଙ୍କ ପ୍ରତି ଯତ୍ନବାନ ହେବା। ଅଳ୍ପ ସମୟ ପାଇଁ ହେଲେ ବି ସେମାନଙ୍କ ଶୁଖିଲା ମୁହଁରେ ହସ ଫୁଟାଇବା। | Posted on 02/Jan/2026 18:24:26

Varsha Priyadarshini
Varsha Priyadarshini

Check out the latest gallery of Varsha Priyadarshini