Varsha Priyadarshini Instagram – ମାନନୀୟା ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ, ମାନନୀୟା ବିଧାୟିକା ଶ୍ରୀମତୀ ସୁଜାତା ସାହୁ ଏବଂ ମାନ୍ୟବର ବିଧାୟକ ଶ୍ରୀ ବ୍ୟୋମକେଶ ରାୟଙ୍କ ସହିତ ଯାଜପୁର ସ୍ଥିତ ଶ୍ୟାମସୁନ୍ଦର ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଲି। ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହଯୋଗ ଓ ଛାତ୍ର ଛାତ୍ରୀମାନଙ୍କ ପାରଦର୍ଶିତା ଆୟୋଜିତ ଏହି କାର୍ଯ୍ୟକ୍ରମ ଅତ୍ଯନ୍ତ ଉଚ୍ଚକୋଟୀର ଥିଲା। | Posted on 27/Dec/2025 21:23:12
Check out the latest gallery of Varsha Priyadarshini



