Varsha Priyadarshini Instagram – ଅଧର୍ମ ଉପରେ ଧର୍ମର , ପାପ ଉପରେ ପୁଣ୍ୟର ଓ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ପବିତ୍ର ବିଜୟା ଦଶମୀ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା।
🙏ଶୁଭ ବିଜୟା ଦଶମୀ🙏 | Posted on 02/Oct/2025 11:03:29