Dipti Rekha Padhi

Dipti Rekha Padhi Instagram – ଏଇ କିଛି ଦିନ ଭିତରେ ଦୁଇଟି ତାରକାଙ୍କୁ ସଂଗୀତ ଜଗତ ହରେଇଛି
ଭାବିଲାବେଳକୁ ସତରେ ଆଶ୍ଚର୍ଯ୍ୟ ଲାଗୁଚି
କାଲି ପରି ଲାଗୁଚି ଦାଦା ରେକର୍ଡିଙ୍ଗ କୁ ଫୋନ୍ କରି ଡାକିଲା ସମୟର ଶବ୍ଦ
ନା ଆଉ ସେ ନମ୍ବର ରୁ କଲ୍ ଆସିବ ନା ଆଉ ଦାଦା ଙ୍କ ସହ କାମ କରିବାର ସୁଯୋଗ ମିଳିବ

କିନ୍ତୁ ଚିରଦିନ ପାଇଁ ମନେ ରହିବ
ସେ ଦେଇଥିବା ସ୍ନେହ 😭😞

ସତରେ ଜଣେ ସ୍ନେହୀ ମଣିଷ ଥିଲେ……. | Posted on 25/Jan/2026 23:14:56

Dipti Rekha Padhi
Dipti Rekha Padhi

Check out the latest gallery of Dipti Rekha Padhi