Sheetal Patra

Sheetal Patra Instagram – ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ Narendra Modi ଙ୍କ ଦ୍ବାରା ସମ୍ମାନିତ ଫୁଲବାଣୀର ଚର୍ଚ୍ଚିତ ତୁଳା ବେହେରାଙ୍କ ଜୀବନୀ ଉପରେ ନିର୍ମିତ Artmas Screens Pvt. Ltd. ର ଦ୍ବିତୀୟ ଓଡ଼ିଆ ଚଳଚ୍ଚିତ୍ର ସେବା, ସଂଘର୍ଷ ଓ ସମର୍ପଣର ଗାଥା… ‘ତୁଳା’ ର ଆସନ୍ତା କାଲି (୦୧-୦୨-୨୦୨୬, ରବିବାର) ଶୁଭ ମୁହୂର୍ତ୍ତ । ଆପଣଙ୍କର ଶୁଭେଚ୍ଛା ଓ ଆଶୀର୍ବାଦ ଏକାନ୍ତ କାମ୍ଯ ।🙏🌸✨

॥ଜୟ ଜଗନ୍ନାଥ॥
#tula_odia_cinema | Posted on 01/Feb/2026 09:46:00

Sheetal Patra
Sheetal Patra

Check out the latest gallery of Sheetal Patra