Home Actress Jina Samal HD Instagram Photos and Wallpapers December 2023 Jina Samal Instagram - କିଏ ପିନ୍ଧିବେ ସମ୍ପୂର୍ଣ୍ଣ ଲକ୍ଷ୍ମୀର ମୁକୁଟ...ଦେଖନ୍ତୁ ଆଜି ସନ୍ଧ୍ୟା 7ଟା କେବଳ ସିଦ୍ଧାର୍ଥ ଟିଭିରେ। #SampurnaLaxmi #SidharthTV #SidharthMusic #NamitaAgrawal #SitaramAgrawal #SidharthBhakti #SidharthGold #JayJagannathTV #SidharthFM #SidharthTVNetwork l #ଏବେକେବଳସିଦ୍ଧାର୍ଥ

Jina Samal Instagram – କିଏ ପିନ୍ଧିବେ ସମ୍ପୂର୍ଣ୍ଣ ଲକ୍ଷ୍ମୀର ମୁକୁଟ…ଦେଖନ୍ତୁ ଆଜି ସନ୍ଧ୍ୟା 7ଟା କେବଳ ସିଦ୍ଧାର୍ଥ ଟିଭିରେ। #SampurnaLaxmi #SidharthTV #SidharthMusic #NamitaAgrawal #SitaramAgrawal #SidharthBhakti #SidharthGold #JayJagannathTV #SidharthFM #SidharthTVNetwork l #ଏବେକେବଳସିଦ୍ଧାର୍ଥ

Jina Samal Instagram - କିଏ ପିନ୍ଧିବେ ସମ୍ପୂର୍ଣ୍ଣ ଲକ୍ଷ୍ମୀର ମୁକୁଟ...ଦେଖନ୍ତୁ ଆଜି ସନ୍ଧ୍ୟା 7ଟା କେବଳ ସିଦ୍ଧାର୍ଥ ଟିଭିରେ। #SampurnaLaxmi #SidharthTV #SidharthMusic #NamitaAgrawal #SitaramAgrawal #SidharthBhakti #SidharthGold #JayJagannathTV #SidharthFM #SidharthTVNetwork l #ଏବେକେବଳସିଦ୍ଧାର୍ଥ

Jina Samal Instagram – କିଏ ପିନ୍ଧିବେ ସମ୍ପୂର୍ଣ୍ଣ ଲକ୍ଷ୍ମୀର ମୁକୁଟ…ଦେଖନ୍ତୁ ଆଜି ସନ୍ଧ୍ୟା 7ଟା କେବଳ ସିଦ୍ଧାର୍ଥ ଟିଭିରେ।

#SampurnaLaxmi #SidharthTV #SidharthMusic #NamitaAgrawal #SitaramAgrawal #SidharthBhakti #SidharthGold #JayJagannathTV #SidharthFM #SidharthTVNetwork l #ଏବେକେବଳସିଦ୍ଧାର୍ଥ | Posted on 21/Dec/2023 11:52:51

Jina Samal Instagram – ବାଲେଶ୍ବର ଜିଲ୍ଲା ଭୋଗରାଇ ନିର୍ବାଚନ ମଣ୍ଡଳୀ ଭୋଗରାଇ ବ୍ଲକ ଅନ୍ତର୍ଗତ ଦାହୁନ୍ଦା  ପଞ୍ଚାୟତର କିଛି ଗ୍ରାମବାସୀଙ୍କ ସହ ଏକ ଶୀତୁଆ ସନ୍ଧ୍ୟାରେ ” ଚାୟ ପେ ଚର୍ଚ୍ଚା ” ଓ କିଛି ଆଲୋଚନା ପର୍ଯ୍ୟାଲୋଚନା କରିବା ମୁହୂର୍ତ୍ତରେ । ସମସ୍ତଙ୍କ ସହ ମିଶିକରି ବହୁତ ଖୁସି ଲାଗିଲା, ନିର୍ବାଚନ ମଣ୍ଡଳୀରେ ମୋର କାର୍ଯ୍ୟଶୈଳୀ ତଥା ଲୋକମାନଙ୍କ ପ୍ରତି ସମର୍ପଣ ଭାବ ପାଇଁ ସମସ୍ତେ ମତେ ବହୁତ ବହୁତ ଧନ୍ୟବାଦ ଜଣାଇଲେ ଓ ଆଶୀର୍ବାଦ ଦେଲେ । ସମସ୍ତଙ୍କର ଏତେ ଆଦର ଭଲପାଇବା ଓ ସହଯୋଗ ମତେ ନିଶ୍ଚିତ ରୂପେ ଆହୁରି ଆଗକୁ ଯିବାକୁ ପ୍ରେରଣା ଯୋଗାଇବ । ଉପସ୍ଥିତ ସମସ୍ତ ଗ୍ରାମବାସୀଙ୍କୁ ହୃଦୟର ସହ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି 🙏 #zeenasamalpanigrahy #ଜିନା 🙏🧿 Bhograi, Orissa, India
Jina Samal Instagram – ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ନଗୁଆଁଛକ ସ୍ଥିତ ଏକ ସାର ବ୍ୟବସାୟୀଙ୍କ ଦୋକାନ ବିଦ୍ୟୁତ ସଂସ୍ପର୍ଶରେ ଆସି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି । ମୁଁ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କଲି ଏବଂ ଜାଣିବାକୁ ପାଇଲି କି ସେ ମୋ ମା’ଙ୍କ ସାଙ୍ଗ ତଥା ଅନ୍ଯାନ୍ଯଦୋକାନ ଓ ଦୋକାନରେ ଥିବା ସମସ୍ତ ଜିନିଷ ସମ୍ପୂର୍ଣ୍ଣ ଜଳିଯାଇଛି କିନ୍ତୁ ଭଗବାନଙ୍କ କୃପାରୁ କୌଣସି ଜନଜୀବନ କ୍ଷୟକ୍ଷତି ହୋଇନାହିଁ । ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ସହାୟ ହୁଅନ୍ତୁ ପ୍ରାର୍ଥନା କରୁଛି 🙏 #zeenasamalpanigrahy #ଜିନା🙏 Bhograi, Orissa, India

Check out the latest gallery of Jina Samal