Home Actress Jina Samal HD Instagram Photos and Wallpapers December 2023 Jina Samal Instagram - ବାଲେଶ୍ବର ଜିଲ୍ଲା ଭୋଗରାଇ ନିର୍ବାଚନ ମଣ୍ଡଳୀ ଭୋଗରାଇ ବ୍ଲକ ଅନ୍ତର୍ଗତ ଦାହୁନ୍ଦା ପଞ୍ଚାୟତର କିଛି ଗ୍ରାମବାସୀଙ୍କ ସହ ଏକ ଶୀତୁଆ ସନ୍ଧ୍ୟାରେ " ଚାୟ ପେ ଚର୍ଚ୍ଚା " ଓ କିଛି ଆଲୋଚନା ପର୍ଯ୍ୟାଲୋଚନା କରିବା ମୁହୂର୍ତ୍ତରେ । ସମସ୍ତଙ୍କ ସହ ମିଶିକରି ବହୁତ ଖୁସି ଲାଗିଲା, ନିର୍ବାଚନ ମଣ୍ଡଳୀରେ ମୋର କାର୍ଯ୍ୟଶୈଳୀ ତଥା ଲୋକମାନଙ୍କ ପ୍ରତି ସମର୍ପଣ ଭାବ ପାଇଁ ସମସ୍ତେ ମତେ ବହୁତ ବହୁତ ଧନ୍ୟବାଦ ଜଣାଇଲେ ଓ ଆଶୀର୍ବାଦ ଦେଲେ । ସମସ୍ତଙ୍କର ଏତେ ଆଦର ଭଲପାଇବା ଓ ସହଯୋଗ ମତେ ନିଶ୍ଚିତ ରୂପେ ଆହୁରି ଆଗକୁ ଯିବାକୁ ପ୍ରେରଣା ଯୋଗାଇବ । ଉପସ୍ଥିତ ସମସ୍ତ ଗ୍ରାମବାସୀଙ୍କୁ ହୃଦୟର ସହ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି 🙏 #zeenasamalpanigrahy #ଜିନା 🙏🧿 Bhograi, Orissa, India

Jina Samal Instagram – ବାଲେଶ୍ବର ଜିଲ୍ଲା ଭୋଗରାଇ ନିର୍ବାଚନ ମଣ୍ଡଳୀ ଭୋଗରାଇ ବ୍ଲକ ଅନ୍ତର୍ଗତ ଦାହୁନ୍ଦା ପଞ୍ଚାୟତର କିଛି ଗ୍ରାମବାସୀଙ୍କ ସହ ଏକ ଶୀତୁଆ ସନ୍ଧ୍ୟାରେ ” ଚାୟ ପେ ଚର୍ଚ୍ଚା ” ଓ କିଛି ଆଲୋଚନା ପର୍ଯ୍ୟାଲୋଚନା କରିବା ମୁହୂର୍ତ୍ତରେ । ସମସ୍ତଙ୍କ ସହ ମିଶିକରି ବହୁତ ଖୁସି ଲାଗିଲା, ନିର୍ବାଚନ ମଣ୍ଡଳୀରେ ମୋର କାର୍ଯ୍ୟଶୈଳୀ ତଥା ଲୋକମାନଙ୍କ ପ୍ରତି ସମର୍ପଣ ଭାବ ପାଇଁ ସମସ୍ତେ ମତେ ବହୁତ ବହୁତ ଧନ୍ୟବାଦ ଜଣାଇଲେ ଓ ଆଶୀର୍ବାଦ ଦେଲେ । ସମସ୍ତଙ୍କର ଏତେ ଆଦର ଭଲପାଇବା ଓ ସହଯୋଗ ମତେ ନିଶ୍ଚିତ ରୂପେ ଆହୁରି ଆଗକୁ ଯିବାକୁ ପ୍ରେରଣା ଯୋଗାଇବ । ଉପସ୍ଥିତ ସମସ୍ତ ଗ୍ରାମବାସୀଙ୍କୁ ହୃଦୟର ସହ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି 🙏 #zeenasamalpanigrahy #ଜିନା 🙏🧿 Bhograi, Orissa, India

Jina Samal Instagram - ବାଲେଶ୍ବର ଜିଲ୍ଲା ଭୋଗରାଇ ନିର୍ବାଚନ ମଣ୍ଡଳୀ ଭୋଗରାଇ ବ୍ଲକ ଅନ୍ତର୍ଗତ ଦାହୁନ୍ଦା ପଞ୍ଚାୟତର କିଛି ଗ୍ରାମବାସୀଙ୍କ ସହ ଏକ ଶୀତୁଆ ସନ୍ଧ୍ୟାରେ " ଚାୟ ପେ ଚର୍ଚ୍ଚା " ଓ କିଛି ଆଲୋଚନା ପର୍ଯ୍ୟାଲୋଚନା କରିବା ମୁହୂର୍ତ୍ତରେ । ସମସ୍ତଙ୍କ ସହ ମିଶିକରି ବହୁତ ଖୁସି ଲାଗିଲା, ନିର୍ବାଚନ ମଣ୍ଡଳୀରେ ମୋର କାର୍ଯ୍ୟଶୈଳୀ ତଥା ଲୋକମାନଙ୍କ ପ୍ରତି ସମର୍ପଣ ଭାବ ପାଇଁ ସମସ୍ତେ ମତେ ବହୁତ ବହୁତ ଧନ୍ୟବାଦ ଜଣାଇଲେ ଓ ଆଶୀର୍ବାଦ ଦେଲେ । ସମସ୍ତଙ୍କର ଏତେ ଆଦର ଭଲପାଇବା ଓ ସହଯୋଗ ମତେ ନିଶ୍ଚିତ ରୂପେ ଆହୁରି ଆଗକୁ ଯିବାକୁ ପ୍ରେରଣା ଯୋଗାଇବ । ଉପସ୍ଥିତ ସମସ୍ତ ଗ୍ରାମବାସୀଙ୍କୁ ହୃଦୟର ସହ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି 🙏 #zeenasamalpanigrahy #ଜିନା 🙏🧿 Bhograi, Orissa, India

Jina Samal Instagram – ବାଲେଶ୍ବର ଜିଲ୍ଲା ଭୋଗରାଇ ନିର୍ବାଚନ ମଣ୍ଡଳୀ ଭୋଗରାଇ ବ୍ଲକ ଅନ୍ତର୍ଗତ ଦାହୁନ୍ଦା ପଞ୍ଚାୟତର କିଛି ଗ୍ରାମବାସୀଙ୍କ ସହ ଏକ ଶୀତୁଆ ସନ୍ଧ୍ୟାରେ ” ଚାୟ ପେ ଚର୍ଚ୍ଚା ” ଓ କିଛି ଆଲୋଚନା ପର୍ଯ୍ୟାଲୋଚନା କରିବା ମୁହୂର୍ତ୍ତରେ । ସମସ୍ତଙ୍କ ସହ ମିଶିକରି ବହୁତ ଖୁସି ଲାଗିଲା, ନିର୍ବାଚନ ମଣ୍ଡଳୀରେ ମୋର କାର୍ଯ୍ୟଶୈଳୀ ତଥା ଲୋକମାନଙ୍କ ପ୍ରତି ସମର୍ପଣ ଭାବ ପାଇଁ ସମସ୍ତେ ମତେ ବହୁତ ବହୁତ ଧନ୍ୟବାଦ ଜଣାଇଲେ ଓ ଆଶୀର୍ବାଦ ଦେଲେ । ସମସ୍ତଙ୍କର ଏତେ ଆଦର ଭଲପାଇବା ଓ ସହଯୋଗ ମତେ ନିଶ୍ଚିତ ରୂପେ ଆହୁରି ଆଗକୁ ଯିବାକୁ ପ୍ରେରଣା ଯୋଗାଇବ । ଉପସ୍ଥିତ ସମସ୍ତ ଗ୍ରାମବାସୀଙ୍କୁ ହୃଦୟର ସହ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି 🙏 #zeenasamalpanigrahy #ଜିନା 🙏🧿 Bhograi, Orissa, India | Posted on 21/Dec/2023 22:52:46

Jina Samal Instagram – ବାଲେଶ୍ବର ଜିଲ୍ଲା ଭୋଗରାଇ ନିର୍ବାଚନ ମଣ୍ଡଳୀ ଭୋଗରାଇ ବ୍ଲକର ବିଭିନ୍ନ ସ୍ଥାନକୁ ଯିବା ସମୟରେ ରାସ୍ତାରେ ମହାଗବ ପଞ୍ଚାୟତର କିଛି ଜନସାଧାରଣଙ୍କୁ ଭେଟିଲି ।  ସେମାନଙ୍କ ସହ କିଛି ବର୍ତ୍ତାଳାପ କଲି ଓ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଲି । ଏତେ ସଂଖ୍ୟାରେ ଜନ ସମର୍ଥନ ଦେଖି ବହୁ ଖୁସି ଲାଗିଲା । ଆଗକୁ ଉକ୍ତ ପଞ୍ଚାୟତରେ ଏକ ବଡ ସଭା କରି ସମସ୍ତଙ୍କ ସହ ମିଶିବାକୁ ପ୍ରତିଶ୍ରୁତି ଦେଇ ଆସିଲି । ସମସ୍ତଙ୍କ ଆଦର ଭଲପାଇବା ତଥା ସହଯୋଗ ପାଇଁ ବହୁତ ବହୁତ ଧନ୍ୟବାଦ 🙏#zeenasamalpanigrahy #ଜିନା🙏😇 Bhograi, Orissa, India
Jina Samal Instagram – କିଏ ପିନ୍ଧିବେ ସମ୍ପୂର୍ଣ୍ଣ ଲକ୍ଷ୍ମୀର ମୁକୁଟ…ଦେଖନ୍ତୁ ଆଜି ସନ୍ଧ୍ୟା 7ଟା କେବଳ ସିଦ୍ଧାର୍ଥ ଟିଭିରେ।

#SampurnaLaxmi #SidharthTV #SidharthMusic #NamitaAgrawal #SitaramAgrawal #SidharthBhakti #SidharthGold #JayJagannathTV #SidharthFM #SidharthTVNetwork l #ଏବେକେବଳସିଦ୍ଧାର୍ଥ

Check out the latest gallery of Jina Samal