Bidusmita Dash Instagram – ସର୍ବଦେବମୟୀ ଗୋମାତା
ପାତ୍ର ପଡା ଠାରେ ରୋଟାରୀ କ୍ଲବ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ମା ଗୋସେବା କେନ୍ଦ୍ରକୁ ପରିଦର୍ଶନ କରି ଗୋମାତାଙ୍କ ପୂଜାର୍ଚ୍ଚନା ଓ ସେବା କରିବାର ସୌଭାଗ୍ୟ ପ୍ରାପ୍ତ ହେଲା।
ଗୋ ମାତାଙ୍କ ସେବା ଓ ରକ୍ଷଣା ବେକ୍ଷଣ ଦାୟିତ୍ୱରେ ଥିବା ସମସ୍ତ ଭାଇ ଓ ଭଉଣୀଙ୍କୁ ହୃଦୟରୁ ସାଧୁବାଦ ଜଣାଇବା ସହ ଗୋ ମାତାଙ୍କ ଠାରୁ ଆଶ୍ରିବାଦ ଭିକ୍ଷାକଲି ।
#GoShala #GauSewa #GomataPuja | Posted on 01/Jan/2026 18:33:10
Check out the latest gallery of Bidusmita Dash


