Bidusmita Dash

Bidusmita Dash Instagram – ୨୦୨୬ ଇଂରାଜୀ ନବବର୍ଷ ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଏହି ବର୍ଷ ଆପଣମାନଙ୍କ ଜୀବନରେ ନୂଆ ଉତ୍ସାହ, ସୁଖ, ଶାନ୍ତି ଓ ସମୃଦ୍ଧି ନେଇଆସୁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା । #NewYear2026 #NewYear | Posted on 01/Jan/2026 08:48:12

Bidusmita Dash
Bidusmita Dash

Check out the latest gallery of Bidusmita Dash