Bidusmita Dash

Bidusmita Dash Instagram – ଆମ ଦଳର କାର୍ଯ୍ୟକର୍ତ୍ତା,ଭାରତୀୟ ଜନତା ପାର୍ଟିର ସାମାଜିକ ଗଣମାଧ୍ୟମର ରାଜ୍ୟ ସହ ସଂଯୋଜକ ତଥା ମୋର କନିଷ୍ଠ ଭାଇ ତ୍ରିଦେବ ରେଡ୍ଡୀ ଙ୍କ ଶୁଭ ଜନ୍ମ ଦିନରେ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।

ମହାପ୍ରଭୁ ଜଗନ୍ନାଥ ତାଙ୍କୁ ସୁସ୍ଥ, ନିରାମୟ ଜୀବନ,ଉତ୍ତୋରତ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।
#HappyBirthday | Posted on 31/Dec/2025 21:37:34

Bidusmita Dash
Bidusmita Dash

Check out the latest gallery of Bidusmita Dash